୨୬ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ରାମନାଗୁଡା :- ସାରା ରାଜ୍ୟରେ ପବିତ୍ର ମହାଶିବରାତ୍ରି ଏବଂ ଜାଗର ନିମନ୍ତେ ପ୍ରମୁଖ ଶୈବ ପୀଠ ଗୁଡିକ ରେ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଛି । ସେହିପରି ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ଶିବାଳୟ ମାନଙ୍କ ରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ଦେବ ଦେବ ମହାଦେବ ଙ୍କ ଦର୍ଶନ କରିବା ପାଇଁ ଭକ୍ତ ମାନେ ଭୋର ୩ ଟାରୁ ବିଭିନ୍ନ ଶୈବ ପୀଠ ଗୁଡିକ ରେ ଧାଡି ବାନ୍ଧି ମହାଦେବଙ୍କ ଦର୍ଶନ କରି କୃପା ଲାଭ କରିଛନ୍ତି । ଚଳିତ ବର୍ଷ ମହାଶିବରାତ୍ରି ନିମନ୍ତେ ଶାନ୍ତି ଶୃଙ୍ଖଳା ର ସହିତ ଶ୍ରଦ୍ଧାଳୁ ରାମନାଗୁଡା ବ୍ଲକ ର ଗୁଲୁଣ୍ଠି, ଗୁମୁଡ଼ା, ଗୋସେଇଁ ଗୁଲୁମୁଣ୍ଡା,

