ବାଙ୍କୀ କଲେଜ ଆଲ୍‌ମୋନୀ ଆସୋସିଏସନ୍ ଆନୁକୁଲ୍ୟରେ ବୃକ୍ଷରୋପଣ

୨୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ  :- ବାଙ୍କୀ କଲେଜ ଆଲମୋନୀ ଆସୋସିିଏସନ୍ ପକ୍ଷରୁ ଔଷଧିୟ ବୃକ୍ଷରୋପଣ କରାଯାଇଛି । ଆସୋସିଏସନର ସଂପାଦକ ବୃନ୍ଦାବନ ପ୍ରଧାନଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ଶିକ୍ଷାବିତ୍ ମନୋଜ କୁମାର ମହାପାତ୍ର,

ଡକ୍ଟର ଶଶିଭୂଷଣ ମହାପାତ୍ର, କିଶୋର ଚନ୍ଦ୍ର ସ୍ୱାଇଁ ଓ ଅଧ୍ୟାପକ ଆଶିଷ କୁମାର ପାଢୀ ପ୍ରମୁଖ ଯୋଗଦାନ କରି ବୃକ୍ଷରୋପଣ କରିଥିଲେ ।

Exit mobile version