Home ଓଡ଼ିଶା ନାଚୁଣୀ ପୁରୁଣା ସାହିରେ ଘଟିଲା ଅଗ୍ନିକାଣ୍ଡ : ଅଗ୍ନିକାଣ୍ଡ ଘଟି ଜଳିଗଲା ୧୦ ରୁ ଅଧିକ ବଖରା ଚାଳ ଘର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଟାଙ୍ଗୀ :- ନାଚୁଣୀ ପୁରୁଣା ସାହିରେ ଘଟିଲା ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଘଟି ଜଳିଗଲା ୧୦ ରୁ ଅଧିକ ବଖରା ଚାଳ ଘର । ଫଳରେ ଜଳିଗଲା ଲକ୍ଷ ଲକ୍ଷ ଟଙ୍କାର ସମ୍ପତି । ଖବର ପାଇ ଘଟଣା ସ୍ଥଳରେ ପହଁଚିଲା ନାଚୁଣୀ ଅଗ୍ନିଶମ ବାହିନୀ । ହେଲେ ଟ୍ୟାଙ୍କର ରେ ପାଣି ନଥିବାରୁ ନିଆଁ କୁ ଆୟତ କରିବାରେ ଅସମର୍ଥ ହୋଇଛି ଅଗ୍ନିଶମ ବାହିନୀ । ତେଣୁ ଘଟଣା ସ୍ଥଳରେ ଦେଖାଦେଇଛି l ଉତ୍ତେଜନା ଫଳରେ ଲୋକେ ନିଜସ୍ୱ ବ୍ୟବସ୍ଥା ରେ ନିଆଁ କୁ ଆୟତ ଜରିବାକୁ ଲାଗି ପଡିଛନ୍ତି।ଅଗ୍ନିକାଣ୍ଡ ର କାରଣ ଅସ୍ପଷ୍ଟ ରହିଛି । ତେବେ ଖବର ପାଇ ବାଣପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁ କୁ ଆୟତ କରିବରେ ଲାଗି ପଡିଛି. ଏହି ଅଗ୍ନିକାଣ୍ଡ ରେ ଧନୁ ରାଉତ, ମନୁ ରାଉତ, ବିରଞ୍ଚି ରାଉତ,କପିଳାସ ସୁବୁଦ୍ଧି, ବୈଷ୍ଟବ ସୁବୁଦ୍ଧି, ବୁଲୁ ସୁବୁଦ୍ଧି ଙ୍କ ଘର କ୍ଷତି ଗ୍ରସ୍ତ ହୋଇଛି ଏମାନଂକୁ ସରକାରୀ ସହାୟତା ଦେବାକୁ ଦାବି ହେଉଛି । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ରଣପୁର ଏନଏସି ରେ ଏକକ ବ୍ଯବହୃତ ପ୍ଲାଷ୍ଟିକ ନିଷିଦ୍ଧ ପାଇଁ ପ୍ରଶାସନର ଚଢାଉ : ୧୧ ଜଣଙ୍କ ଠାରୁ ଟ ୫୦୦୦/- ଜୋରିମାନା ଆଦାୟ by Proprietor Abhimanyu Maharana September 10, 2026 ଏମଏମଡ଼ିଆର ଆକ୍ଟ (MMDR ACT)ସଂଶୋଧନ ଆଇନର ପ୍ରତିବାଦରେ ଆପ୍ ଓଡ଼ିଶାର ସମାବେଶ ଏବଂ ମୋଦୀ ସରକାରର ପୁତ୍ତଳିକା ଦାହ by Proprietor Abhimanyu Maharana September 10, 2026 ଟାଙ୍ଗୀରେ ବିଭିନ୍ନ ବିକାଶ ମୂଳକ ସରକାରୀ ନିର୍ମାଣ କାର୍ଯ୍ୟ କରିବାକୁ କେବଳ ଜଙ୍ଗଲ ଓ ଗୋଚର ଜମି ଭରସା. ପରିବର୍ତ୍ତିତ ପରିସ୍ଥିତିରେ ଜଙ୍ଗଲ ଜମିରେ ନିର୍ମାଣ କାମ ଆଇନ ଦୃଷ୍ଟିରୁ କଷ୍ଟକର ହୋଇପଡିଛି by Proprietor Abhimanyu Maharana September 10, 2026 ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ by Proprietor Abhimanyu Maharana September 10, 2026 ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ର ସମାପନୀ ସମାରୋହ by Proprietor Abhimanyu Maharana September 10, 2026 ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର by Proprietor Abhimanyu Maharana September 10, 2026