ଡମପଡ଼ା ବୈଜୟନ୍ତ ସାହିରେ କମ୍ୟୁନିଟି ସେଣ୍ଟର ଉଦ୍‌ଘାଟିତ

୨୩ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ  :- ଡମପଡ଼ା ବୈଜୟନ୍ତ ସାହିରେ ଏକ କମ୍ୟୁନିଟ୍ ସେଣ୍ଟର ପୂର୍ବନ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ଯୋଗଦାନ କରି ଉଦ୍‌ଘାଟନ କରିଥିଲେ । ମୁଖ୍ୟଅତିଥି ଭାବେ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଆଇନଜୀବୀ ଗୌରୀଶଙ୍କର ନନ୍ଦ,

ଆଶିଷ କୁମାର ସାହୁ, ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ୍‌, ବିଏଲ୍‌ସି ଗୋଲାପ ମାଝୀ, କୁସୁମମଞ୍ଜରୀ ଧଳ, ଆଦିବାସୀ ହରିଜନ କଲ୍ୟାଣ ସମିତି ସଭାପତି ହରିବନ୍ଧୁ ନାୟକ, ମାନସ କୁମାର ଧଳ ପ୍ରମୁଖ ଯୋଗଦାନ କରିଥିଲେ ।

Exit mobile version