ବାଙ୍କୀ ଉପଖଣ୍ଡର ୧୧ଗୋଟି ପରୀକ୍ଷା କେନ୍ଦ୍ରରେ ୨୦୫୧ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଲେ (ଫଟୋ ସହ)

ସେହିପରି ଡମପଡ଼ା ବ୍ଲକର ସରକାରୀ ବାଳିକା ବିଦ୍ୟାଳୟରେ ୨୫୪ଜଣ, ବି.କେ.ବିଦ୍ୟାପୀଠରେ ୨୫୨ଜଣ, ରାମଚନ୍ଦ୍ରପୁର ଉଚ୍ଚବିଦ୍ୟାଳୟରେ ୧୮୩ଜଣ, ବିଶ୍ୱନାଥ ଶ୍ରୀଚନ୍ଦନ ନୋଡାଲ୍ ବିଦ୍ୟାୟ ରଗଡିରେ ୧୫୭ଜଣ, ତାଳବସ୍ତ ହାଇସ୍କୁଲରେ ୧୮୦ଜଣ, ପ୍ରିତମ୍ କୁମାରୀ ବିଦ୍ୟାମନ୍ଦିର ଡମପଡ଼ାରେ ୧୮୭ଜଣ ଛାତ୍ରଛାତ୍ରୀ ଏପରି ମୋଟ୍ ୨୦୫୧ଜଣ ଛାତ୍ରଛାତ୍ରୀ ଆଜି ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି ।
- Categories: ଓଡ଼ିଶା, କଟକ, ଶିକ୍ଷା ଓ ନିଯୁକ୍ତି, ହୋମ୍
Related Content
ଓସିଏସରେ ୧୫୯ ସ୍ଥାନ ଅଧିକାର କରିଥିବା ରଣପୁର ଅଂଚଳର ଶ୍ୱେତା ସୁଚରିତାଙ୍କୁ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ-୨୦୨୬
by
Proprietor Abhimanyu Maharana
June 16, 2026
ଜୋନାଲ-ସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ
by
Proprietor Abhimanyu Maharana
June 16, 2026
ପ୍ରଗତି ମହିଳା ସଙ୍ଗଠନ ଆନୁକୂଲ୍ୟରେ ରଜ ଉତ୍ସବ ପାଳନ
by
Proprietor Abhimanyu Maharana
June 16, 2026
ଗଜପତି ଜିଲ୍ଲା ରାୟଗଡ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଦ୍ୟୁତ କାର୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଘେରାଉ
by
Proprietor Abhimanyu Maharana
June 16, 2026
ପାରଳାଖେମୁଣ୍ଡି ପୋଲିସର ନାଇଟ ପେଟ୍ରୋଲିଂ ବେଳେ ଧରା ପଡିଲେ ୧୦ ଜଣ ମଦ୍ୟପ
by
Proprietor Abhimanyu Maharana
June 16, 2026
ପାରଳାଖେମୁଣ୍ଡି ଜନ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଦିଆ ଯାଇଥିବା ୧୦ ଜଣ ହିତାଧିକାରୀଙ୍କ ଘରୁ ୱାଟର ମିଟର ଚୋରି
by
Proprietor Abhimanyu Maharana
June 16, 2026