୨୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଆର,ଉଦଗିରି :- ଶୁକ୍ରବାର ଦିନ ରା ଉଦୟଗିରି ବ୍ଲକର 5 ଟି ପରୀକ୍ଷା କେନ୍ଦ୍ରରେ ଶାନ୍ତି ଶୃଙ୍ଖଳା ସହ ପ୍ରଥମ ଦିନର ମାତୃଭାଷା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି | ରା ଉଦୟଗିରି କେନ୍ଦ୍ରରେ 264 ରୁ 252,ଛେଳିଗଡ଼ କେନ୍ଦ୍ରରେ 243 ରୁ 237,ରାମଗିରି କେନ୍ଦ୍ରରେ 211 ରୁ 207,ଭାଲିଆସାହି କେନ୍ଦ୍ରରେ 288 ରୁ 281,ମହେନ୍ଦ୍ରଗଡ଼ କେନ୍ଦ୍ରରେ 230 ରୁ 218 ପରୀକ୍ଷ୍ୟାର୍ଥୀ ପରୀକ୍ଷା ଦେଇଥିଲେ | ବ୍ଲକର 5ଟି କେନ୍ଦ୍ରରେ ମୋଟ 1236 ମଧ୍ୟରୁ 1195 ପରୀକ୍ଷା ଦେଇଥିବା ବେଳେ 41 ପରୀକ୍ଷ୍ୟାର୍ଥୀ ଅନୁପସ୍ଥିତ ଥିଲେ |

