୨୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲୁଗାଁ :- ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଗତକାଲି ରାତିରେ ବେଲପଡା ରୋଡ଼ସ୍ଥିତ ଅବିନାଶ ସେଠୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରୀ କରିବା ସହ ଶୋଇବାଘରେ ଖଟରେ ନିଆଁ ଲଗେଇ ପଳେଇଛନ୍ତି ଦୃବୁତ୍ତ l ଏବଂ ଘର ବାଡ଼ରେ ଆଶ୍ଳୀଳ ଭାଷା ମଧ୍ୟ୍ୟ ଲେଖିବା ଭଳି ଜଘନ୍ୟ କାମ କରିଛନ୍ତି ଚୋର l 

