୨୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବେଲପଡ଼ା :- ବଲାଙ୍ଗୀର ଜିଲ୍ଲା ବେଲପଡ଼ା ପୋଲିସ ଥାନା ବାଗଡୋର ଗ୍ରାମ ପଞ୍ଚାୟତ ର୍ଅନ୍ତର୍ଗତ କୁମ୍ଭାରଖୁଣ୍ଟ ଗ୍ରାମର ଖେଳ ପଡିଆ ଠାରେ ବେଲପଡ଼ା ପୋଲିସ ପକ୍ଷରୁ ଜନ ସମ୍ପର୍କ ଶିବିର ର ଆୟୋଜନ କରାଯାଇଥିଲା । ଏହି ଜନ ସମ୍ପର୍କ ଶିବିର ରେ ଆଖ ପାଖ ୧୦ ଖଣ୍ଡ ଗ୍ରାମ ଲୋକେ ଅଂଶ ଗ୍ରହଣ କରିଥିଲେ । ଲୋକଙ୍କ ନିମନ୍ତେ ସ୍ବାସ୍ଥ୍ୟ ଶିବିର,ଚକ୍ଷୁ ଚେକ୍ ଅପ୍, ଲୋକଙ୍କୁ ଔଷଧ ବିତରଣ ସହ କ୍ରିକେଟ ମ୍ୟାଚ୍ ର ଆୟୋଜନ କରାଯାଇଥିଲା ।
