Home ଓଡ଼ିଶା ପଞ୍ଚମ ବୃତ୍ତି ରେ ରାଜେଶ ଜେନା ତୃତୀୟ ବୃତ୍ତି ରେ ସଂପୂର୍ଣ୍ଣା ମିଶ୍ର ଗୋପ ବ୍ଲକ ଟପର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୦ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :- ବିଗତ ବର୍ଷ ପୁରୀ ଜିଲ୍ଲାରେ ଅନୁଷ୍ଠିତ ହୋଇଥିଲା ପଞ୍ଚମ ଶ୍ରେଣୀ ଓ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ର ଫଳାଫଳ ଅହେତୁକ ବିଳମ୍ବ ପରେ ଗତ 19 ତାରିଖ ବୁଧୁବାର ହିଁ ପ୍ରକାଶିତ ହୋଇଛି l ଗୋପ ଶିକ୍ଷା ମଣ୍ଡଳ ରେ ପଞ୍ଚମ ଶ୍ରେଣୀ ବୃତ୍ତି ନିମନ୍ତେ ମୋଟ 226 ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ସ୍ଥଳେ ସେମାନଙ୍କ ମଧ୍ୟ ରୁ ମାତ୍ର 14 ଜଣ ବୃତ୍ତି ପାଇବାପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି l ଠିକ ସେହିପରି ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ନିମନ୍ତେ ମୋଟ 296 ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବସ୍ଥଳେ ସେମାନଙ୍କ ମଧ୍ୟରୁ ମାତ୍ର 14 ଜଣ କୃତ କାର୍ଯ୍ୟ ହୋଇଛନ୍ତି l ଗୋପ ହାପି କଲୋନୀ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ର ଛାତ୍ର ରାଜେଶ ଜେନା 2024 ଶିକ୍ଷା ବର୍ଷ ପାଇଁ ପଞ୍ଚମ ଶ୍ରେଣୀ ସରକାରୀ ବୃତ୍ତି ପାଇବା ସହିତ ବ୍ଲକ ଟପର ହୋଇଛନ୍ତି l ଦ୍ୱତୀୟ ସ୍ଥାନ ଅଧିକାର କରିଛନ୍ତି ସେହିଁ ବିଦ୍ୟାଳୟ ର ଛାତ୍ରୀ ସ୍ୱୟଂସ୍ଥିତ ପ୍ରଜ୍ଞ୍ୟା ୟାଦବ l ଠିକ ସେହିପରି ମଲ୍ଲଗ୍ରାମ ପି ୟୁ ପି ଏସ ସ୍କୁଲ ଛାତ୍ରୀ ସ୍ଵାଗତିକା ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି l ସ୍ୱାୟଂଶ୍ରୀ ନାୟକ l ସୁଶ୍ରୀ ଶ୍ରୀୟାଲିନ ଦାସ l ବିଶ୍ୱଜିତ ସାହୂ l ମାନସ୍ବିନୀ ପ୍ରଧାନ l ସୁପ୍ରିୟା ପ୍ରିୟଦର୍ଶିନୀ ବେହେରା l ଅଞ୍ଜେଲିନା ସ୍ୱାଇଁ l ଆଦିତ୍ୟ ପରିଡା l ଆଶୁତୋଷ ନାୟକ l ହରପ୍ରିୟା ବିଶ୍ୱାଳ l ଦିପାଲୀ ପ୍ରଧାନ l ଲଷ୍ମୀପ୍ରିୟା ବେହେରା l ଠିକ ସେହିପରି ତୃତୀୟ ଶ୍ରେଣୀ ରେ ଗୋପ ବ୍ଲକ ଟପର ହୋଇଛନ୍ତି ଗୋପ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ର ଛାତ୍ର ଶୁଭ୍ରାଂଶୁ ସୌରଭ ସ୍ୱାଇଁ l ଦ୍ୱତୀୟ ସ୍ଥାନ ଅଧିକାର କରିଛନ୍ତି ମଲ୍ଲଗ୍ରାମ ପି ୟୁ ପି ଏସ ର ଛାତ୍ର ଦେବୀପ୍ରସାଦ ମିଶ୍ର l ତୃତୀୟ ସ୍ଥାନ ଅଧିକାର କରିଛନ୍ତି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଯଉଁଲି ପୋଖରୀ ଶ୍ୱେତସୀମରଣ ବିଶ୍ୱାଳ l ସିଦ୍ଧିସମ୍ପୂର୍ଣ ପଣ୍ଡା l ଆଶିଷ ବେହେରା l ନାରାୟଣ ସ୍ୱାଇଁ l ମଧୁସ୍ମିତା ପତି l ସୂର୍ଯ୍ୟ ପ୍ରସାଦ ତ୍ରିପାଠୀ l ଦ୍ୟୁତିକାନ୍ତ ସ୍ୱାଇଁ l ସାଈଶ୍ଵଅଷ୍ଟିକ ପଣ୍ଡା l ପ୍ରିୟାଂଶୁ ପ୍ରଧାନ ସଂପୂର୍ଣ୍ଣା ମିଶ୍ର l ଆରାଧ୍ୟା ରାଉତ l ଦେବରାଜ ସାଠୁଆ l ଏମାନେ ସମସ୍ତେ ତୃତୀୟ ଓ ପଞ୍ଚମ ଶ୍ରେଣୀ ବୃତ୍ତି 2024 ଶିକ୍ଷା ବର୍ଷ ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥିବାରୁ ନିଜ ନିଜ ସ୍କୁଲ ଖୁସିର ଲହରୀ ଖେଳିଯାଇଛି l Categories: ଓଡ଼ିଶା, ପୁରୀ, ହୋମ୍ Related Content ଫୁଲବାଣୀରେ ଦୁର୍ଗାପୂଜା ପାଇଁ ପ୍ରଶାସନର କଡ଼ା ପ୍ରସ୍ତୁତି ଡିଜେ ବାଜିବା ମନା, ସବୁ ମଣ୍ଡପରେ ଲାଗିବ ସିସିଟିଭି by Proprietor Abhimanyu Maharana October 15, 2026 ‘ମୁଁ କାହିଁକି ପ୍ରାର୍ଥୀ’ ମଞ୍ଚରେ ଛାତ୍ରନେତାଙ୍କ ଭିଜନ୍; ୮ ପଦବି ପାଇଁ ୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍ by Proprietor Abhimanyu Maharana October 15, 2026 ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ by Proprietor Abhimanyu Maharana October 14, 2026 ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ by Proprietor Abhimanyu Maharana October 14, 2026 ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା by Proprietor Abhimanyu Maharana October 14, 2026 ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୁଡାନ୍ତ by Proprietor Abhimanyu Maharana October 14, 2026