Home ଓଡ଼ିଶା ସରକାରୀ ବାଳିକା ପ୍ରାଥମିକ ସ୍କୁଲ ବାର୍ଷିକ ଉତ୍ସବ ସମାରୋହ ଅନୁଷ୍ଠିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୯ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭଦ୍ରକ :- ଭଦ୍ରକ ପୁରୁଣା ବଜ଼ାର ଫ୍ରେଜର ସରକାରୀ ବାଳିକା ସ୍କୁଲ ର ବାର୍ଷିକ ଉତ୍ସବ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ରଖିଛନ୍ତି l ଫ୍ରେଜର ସରକାରୀ ସ୍କୁଲ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରୋଗ୍ରାମ ରେ ଭାଗ ନେଇ ଛନ୍ତି ଓଡିଶୀ ନାଚ ଗୀତ ପ୍ରୋଜେକ୍ଟ ସ୍କୁଲ ଛାତ୍ର ଛାତ୍ରୀ ବ୍ଲକ ଲେବୁଲ ଓଡିଶା ଲେବୁଲ ସୁନାମ ଅର୍ଜନ ଭାଲ ପାଇଁ ଛନ୍ତି l ଭଦ୍ରକର ପ୍ରସିଦ୍ଧ ଅଗ୍ରଣୀ ସରକାରୀ ସ୍କୁଲ ଶିକ୍ଷା ଅନୁଷ୍ଠାନ ସ୍କୁଲର ଧରି ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି l (1) ଶିକ୍ଷୟିତ୍ରୀ ସୁବାସିନୀ ନାୟକ (2) ମୁଖ୍ୟ ଅତିଥି ଗୁଲମକି ଦାୱାଜି ହବିବ (ଭଦ୍ରକ ପୌର ଅଧ୍ୟକ୍ଷା) ମୁଖ୍ୟ ବକ୍ତା ଅଂଶୁମାନ ଦିବେଦୀ (3) ସମ୍ମାନିତ ଅତିଥି ଜୁଲଫୁକାର ଅଲି ଦେବତାଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ବହୁ ଜ୍ଞାନୀ ଗୁଣି, ଶିକ୍ଷାବିତ, ବୁଦ୍ଧିଜୀବୀ, ଛାତ୍ର ଛାତ୍ରୀ ଓ ତାଙ୍କର ପିତାମାତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ,ଛାତ୍ର ଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅଯୋଜନ ହୋଇଥିଲା ଗୀତ,ନାଚ ଓ ନାଟକ, କିପରି ପିଲାମାନଙ୍କ ଭବିଷ୍ୟତ ଉଜ୍ୱଳ ହେବ, ପିଲାମାନେ ନିଜ ନିଜ ର ସ୍କୁଲ ଏବଂ ଦେଶରେ ତଥା ଦେଶ ବାହାରେ ନିଜର ନାମକୁ ସୁପରିଚିତ କରି ସମାଜରେ ଜଣେ ଜଣେ ଭଲ ମଣିଷ ହେବେ ସେହି ବିଷୟରେ ବିଶେଷ ଆଲୋକପାତ କରିଥିଲେ l ସ୍କୁଲର ମୁଖ୍ୟ ବକ୍ତା ଅଂଶୁମାନ ଦିବେଦୀ କିପରି ସିଷ୍ଟlଚାରର ଓ ବ୍ୟବହାର ଆଚରଣ ସମାଜରେ ନିହାତି ଗୁରୁତ୍ୱପୁର୍ଣ ଏବଂ ସଂପ୍ତରଙ୍ଗ ମାଧ୍ୟମରେ କିପରି ମଣିଷ ଉପରକୁ ଉଠିବ ଓ ସଫଳ ହେବ ସେହି ବିଷୟରେ ମଧ୍ୟ ସାମାଜକୁ ଓ ପିତାମାତାଙ୍କୁ ବାର୍ତ୍ତା ଦେଇଥିଲେ ଦେବତା,କିପରି ଦେଶକୁ ପରିଶ୍ରମ ଓ ନିଷ୍ଠା ସହ ପାଠ ପଢିଲେ ତମକୁ କେହି ଭି ତମ ଠୁ ଆଗକୁ ଯାଇପାରିବ ନାହିଁ ତମ କର୍ମ ଆଗେଇନେବେ ତମ ସ୍କୁଲ ଓ ବାପା ମାଙ୍କ ନାମ ବହୁ ଉଚରେ ରଖିବେ ସେଥିପାଇଁ ଗୀତ ନାଚ ଓ ଡ୍ରାମା ମଧ୍ୟରେ ପିଲାମାନଙ୍କୁ ପରିମାର୍ଜିତ କରିଥାଉ ଏବଂ ଆମ୍ଭର ଏହାହିଁ ମୂଳ ଲକ୍ଷ୍ୟ ବୋଲି ମତ ରଖିଥିଲେ l. Categories: ଓଡ଼ିଶା, ଭଦ୍ରକ, ହୋମ୍ Related Content ଏମଏମଡ଼ିଆର ଆକ୍ଟ (MMDR ACT)ସଂଶୋଧନ ଆଇନର ପ୍ରତିବାଦରେ ଆପ୍ ଓଡ଼ିଶାର ସମାବେଶ ଏବଂ ମୋଦୀ ସରକାରର ପୁତ୍ତଳିକା ଦାହ by Proprietor Abhimanyu Maharana September 10, 2026 ଟାଙ୍ଗୀରେ ବିଭିନ୍ନ ବିକାଶ ମୂଳକ ସରକାରୀ ନିର୍ମାଣ କାର୍ଯ୍ୟ କରିବାକୁ କେବଳ ଜଙ୍ଗଲ ଓ ଗୋଚର ଜମି ଭରସା. ପରିବର୍ତ୍ତିତ ପରିସ୍ଥିତିରେ ଜଙ୍ଗଲ ଜମିରେ ନିର୍ମାଣ କାମ ଆଇନ ଦୃଷ୍ଟିରୁ କଷ୍ଟକର ହୋଇପଡିଛି by Proprietor Abhimanyu Maharana September 10, 2026 ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ by Proprietor Abhimanyu Maharana September 10, 2026 ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ର ସମାପନୀ ସମାରୋହ by Proprietor Abhimanyu Maharana September 10, 2026 ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର by Proprietor Abhimanyu Maharana September 10, 2026 ହବିଷ୍ୟାଳି ବ୍ରତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana September 10, 2026