ବାଙ୍କୀ ଉପଖଣ୍ଡ ନୂତନ ପୋଲିସ୍ ଅଧିକାରୀଙ୍କ ଯୋଗଦାନ

୧୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଡବାଙ୍କୀ :- ବାଙ୍କୀରେ ନୂତନ ଭାବେ ବାଳକୃଷ୍ଣ କହଁର ଉପଖଣ୍ଡ ପୋଲିସ୍ ଅଧିକାରୀ ଭାବେ ଯୋଗଦାନ କରିଛନ୍ତି । ସେ ପୂର୍ବରୁ ଆଠମଲ୍ଲିକ ଉପଖଣ୍ଡ ପୋଲିସ୍ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ ।

ତାଙ୍କ ଜାଗାରେ ଥିବା ପୋଲିସ୍ ଅଧିକାରୀ ବିଜୟ କୁମାର ମହାପାତ୍ର ଘଟଗାଁ ଉପଖଣ୍ଡ ପୋଲିସ୍ ଅଧିକାରୀ ଭାବେ ବଳଦି ହୋଇଥିବା ଜଣାପଡିଛି । ବାଙ୍କୀରେ ଆଇନ୍‌ଶୃଙ୍ଖଳା ରକ୍ଷା କରିବା ତାଙ୍କର ପ୍ରାଥମିକ କାର୍ଯ୍ୟ ବୋଲି କହିଥିଲେ ।

Exit mobile version