୧୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :- ରାଣୀ ଶୁକଦେଈ କ୍ରିକେଟ ଟୁର୍ଣ୍ଣମେଣ୍ଟର ତୃତୀୟ ଦିବସ ଖେଳ ବାଙ୍କୀ କଲେଜ ଖେଳପଡିଆ ଠାରେ ଅନୁଷ୍ଠିତ ହୋଇଛି । ଟସ୍ ଜିଣି ପ୍ରଥମେ ପାଥପୁର କ୍ରିକେଟ ଟିମ୍ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୧୦୪ରନ୍କରିଥିଲେ । ଢ଼ଁସର କ୍ରିକେଟ ଟିମ୍ ୧୦୫ରନ୍ କରିବା ସହିତ ୬ୱିକେଟରେ ବିଜୟ ଲାଭ କରିଥିଲେ ।
