ଅବସରପ୍ରାପ୍ତ ଯନ୍ତ୍ରୀଙ୍କ ବିୟୋଗ

୧୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :- ଗତକାଲି ବାଙ୍କୀ ଏନ୍‌.ଏ.ସି ଅନ୍ତର୍ଗତ ୧୦ନମ୍ବର ୱାର୍ଡର ଅବସରପ୍ରାପ୍ତ ଯନ୍ତ୍ରୀ ମାୟାଧର ପୃଷ୍ଟି (୮୬)ଙ୍କର ପରଲୋକ ଘଟିଛି । ତାଙ୍କର ପୁତ୍ର ଅମୂଲ୍ୟ କୁମାର ପୃଷ୍ଟି ମୁଖାଗ୍ନି ପ୍ରଦାନ କରିଥିଲେ ।

ତାଙ୍କର ବିୟୋଗରେ ପ୍ରହ୍ଲାଦ ପୃଷ୍ଟିଙ୍କ ସମେତ ସପରିବାର ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Exit mobile version