ବ୍ଲକ ସ୍ତରୀୟ ଆଇନ ସଚେତନତା କର୍ମଶାଳା ଅନୁଷ୍ଠିତ

ଏହି କାର୍ମଶାଳାରେ ୨୦୦ କଲେଜ ଛାତ୍ରୀ ଓ ୧୦୦ ଅନ୍ୟାନ୍ୟ ମହିଳା ମାନେ ଯୋଗଦାନ କରିଥିଲେ । ବରିଷ୍ଠ ଓକିଲ ଅଶୋକ କୁମାର ପଟ୍ଟନାୟକ ଆଇନ ସଚେତନତା ଉପରେ ଶ୍ରୋତା ମାନଙ୍କୁ ବୁଝାଇ ଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ତେରେସ୍କଭା ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ ।
- Categories: ଓଡ଼ିଶା, ମାଲକାନଗିରି, ହୋମ୍
Related Content
ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ
by
Proprietor Abhimanyu Maharana
May 4, 2026
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ - ଦୁଇ ଦେଶୀ ବନ୍ଧୁକ ଜବତ
by
Proprietor Abhimanyu Maharana
May 4, 2026
Brutal Crime in Nasrapur Sparks Outrage : Accused Arrested
by
Proprietor Abhimanyu Maharana
May 4, 2026
Delay in water supply in Pune : Water to taps only between 1 and 2 pm
by
Proprietor Abhimanyu Maharana
May 4, 2026
ODISHA VIGILANCE NABS SRI PRASANTA PRADHAN, ASI OF RAJKANIKA POLICE STATION, DIST-KENDRAPARA FOR TAKING BRIBE TO FURNISH FAVOURABLE REPORT IN A LAND DISPUTE CASE.
by
Proprietor Abhimanyu Maharana
May 4, 2026
Chandi Bhandar Celebrates Savitri with the Exquisite “Sangam” Collection
by
Proprietor Abhimanyu Maharana
May 4, 2026