୧୭ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ବର :- ଓଡିଶା ସାମ୍ବାଦିକ ସୁରକ୍ଷା ମଞ୍ଚ (OJPC) ଆନୁକୂଲ୍ୟରେ ବୁଲନ ଭାଇ ସେବା ଭବନ ଠାରେ ରାଜ୍ୟସ୍ତରୀୟ ସାମ୍ବାଦିକ ବନ୍ଧୁମିଳନ ୨୦୨୫ ମହାଆଡମ୍ବରରେ ପାଳିତ ହୋଇଯାଇଛି l ମୁଖ୍ୟଅତିଥି ଭାବେ କନ୍ଧମାଳ ଲୋକସଭା ସାଂସଦ ଶ୍ରୀଯୁକ୍ତ ସୁକାନ୍ତ ପାଣିଗ୍ରାହୀ ଅଭିଭାଷଣରେ ସାମ୍ବାଦିକଙ୍କ ଦାଇତ୍ୱ, କର୍ତବ୍ୟ ଏବଂ ସାମ୍ପ୍ରତିକ ପରିସ୍ଥିତି ରେ ସମାଜରେ ସାମ୍ବାଦିକଙ୍କର ଅନେକ ପ୍ରଭାବ ଏବଂ ଗଣତନ୍ତ୍ରରେ ଗଣମାଧ୍ୟମ କିପରି ଲୋକଙ୍କ ସ୍ୱର ,

