୧୭ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ଵର :- ନିଶା ଜୀବନର ବଡ ଶତ୍ରୁ । ନିଶା କବଳିତ ହୋଇ ନିଶାଡି ପରିବାରର ପ୍ରଭୂତ କ୍ଷତି ପହଞ୍ଚାଇ ଥାଏ । ସେହିଭଳି ନିଶାଡିଙ୍କୁ ଚିହ୍ନଟ କରି ନାର୍କୋଟିକ୍ସ ଆନୋନିମୋସ୍ ସାଇଟି ପ୍ରୟାସ ଜାରି ରଖିଛି । ଏ ସମ୍ପର୍କରେ ଆଜି ଗ୍ରାମ ବିକାଶ ଠାରେ Society of Service of Narcotics Anonymous (SOSONA) ଦ୍ବାରା ଆୟୋଜିତ ଏକ ଲୋକ ସମ୍ପର୍କ ସଭା ଆୟୋଜିତ ହୋଇଥିଲା ଏଥିରେ ସୂଚନା ଦେଇ ଏନ୍ ଏ ର ଅଧିକାରୀ ମାନେ କହିଥିଲେ SOSONANA INDIA ନାମରେ ମଧ୍ୟ ଜଣାଶୁଣା ଯାହାର ଭାରତରେ ୨୫୨ ସଂଖ୍ୟାରେ NA Groups ଅଛି ଏବଂ ୪୫୬ ସଂଖ୍ୟାରେ ସାପ୍ତାହିକ ପୁନରୁଦ୍ଧା ସଭା କରନ୍ତି l
