
ଭୟାବହ ଅଗ୍ନିକାଣ୍ଡ,ପୋଡ଼ିଗଲା ଚାରି ବଖରା ଘର


ନୂଆଗାଁ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି।ଏହି ଅଗ୍ନିକାଣ୍ଡ ରେ ବହୁ ମୂଲ୍ୟବାନ ଆସବାବ ପତ୍ର ପୋଡି ଯାଇଥିବା ଜଣା ପଡ଼ିଛି।ନୂଆଗାଁ ଅତିରିକ୍ତ ତହସିଲଦାର କବିରାଜ ସେଠୀ , ଗୂମି ସମିତି ସଭ୍ୟ ସଞ୍ଜୀବ କୁମାର ଡାକୁଆ,ସ୍ଥାନୀୟ ଆର ଆଇ ପହଞ୍ଚି ପଲିଥିନ ଦେଇଛନ୍ତି। ଘର ପୋଡିଯାଇଥିବା ଲୋକମାନେ ଆଦିବାସୀ ଏବଂ ଆର୍ଥିକ ସ୍ୱଚ୍ଛଳ ନଥିବା ଯୋଗୁଁ ସରକାରୀ ସହାୟତା ଯୋଗାଇଦେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।
- Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
Related Content
ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ
by
Proprietor Abhimanyu Maharana
October 2, 2026
ଫୁଲବାଣୀରେ ସିଭିଲ ସର୍ଭିସ୍ କୋଚିଂ ସେଣ୍ଟର, କନ୍ଧମାଳର ୩ୟ ବ୍ୟାଚ ଆରମ୍ଭ
by
Proprietor Abhimanyu Maharana
October 2, 2026
ଲାଇନ ପଡ଼ା କୁଇଦିନା ଇନ୍ଦିରା ଗାନ୍ଧୀ ମେମୋରିଆଲ ମହାବିଦ୍ୟାଳୟ ଠାରେ ଭୋଟର ସଚେତନତା କାର୍ଯ୍ୟକ୍ରମ
by
Proprietor Abhimanyu Maharana
October 2, 2026
କନ୍ଧମାଳରେ କ୍ରୀଡା ପ୍ରତିଭାର ମହାମିଳନ; ଜିଲ୍ଲାସ୍ତରୀୟ ବିଦ୍ୟାଳୟ କ୍ରୀଡ଼ାରେ ୬୫୦ ଛାତ୍ରଛାତ୍ରୀଙ୍କର ଅଂଶଗ୍ରହଣ
by
Proprietor Abhimanyu Maharana
October 1, 2026
ଗୌରମଣି ଙ୍କ ଶ୍ରାଦ୍ଧ ବାର୍ଷିକୀ ପାଇଁ ଭଜନ ସମାରୋହ
by
Proprietor Abhimanyu Maharana
October 1, 2026
ଖୋର୍ଦ୍ଧାରୋଡ ମଣ୍ଡଳ ପକ୍ଷରୁ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା
by
Proprietor Abhimanyu Maharana
October 1, 2026