୧୫ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :- ଗତ ୭/୨/୨୫ ରିଖ ଦିନ ସୁନାଖଳା ନୟାରା ପେଟ୍ରୋଲ ପମ୍ପ ପାଖରେ ଦୁଇ ଜଣ ଲୋକ ଏକ ନମ୍ବର ବିହୀନ ଗାଡ଼ିରେ ଆସି ରାଜସୁନାଖଳା ଯୁବ ବ୍ୟବସାୟୀ ସନ୍ତୋଷ ସାହୁଙ୍କ ଉପରକୁ ବୋମା ଫିଙ୍ଗି ଦେଇଥିଲେ l ଏନେଇ ସନ୍ତୋଷ ସାହୁଙ୍କ ସ୍ତ୍ରୀ ରାଜସୁନାଖଳା ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ରଣପୁର ଥାନା କେଶ ନମ୍ବର ୩୭/୨୦୨୫ ସେକ୍ସନ -୨୯୬/୧୨୬(୨)/115/(୨)/୧୦୯/୩(୫)B9S R/W ୩/୪ ଏକ୍ସପୟସ ଆକ୍ଟରେ ଏକ କେଶ ହୋଇ ଥିଲା l
