୧୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା :- ବାପାମାଆ ସର୍ବଦା ପିଲାମାନଙ୍କର ମଙ୍ଗଳ ଚିନ୍ତା କରନ୍ତି l ସେମାନଙ୍କ ମୁଣ୍ଡ ଉପରେ ଛାତ ପରି ତାଙ୍କ ଆଶୀର୍ବାଦ ବିନା ମଣିଷ ମଣିଷ ପରି ହୋଇପାରିବ ନାହିଁ ଏହା ବିଲକୁଲ ସତ ବୋଲି ମୁଖ୍ୟଅତିଥି ସାହିତ୍ୟିକ ତଥା ପ୍ରାକ୍ତନ ଅଧ୍ୟକ୍ଷ ରଙ୍କନିଧି ବଳିଆରସିଂହ ବକ୍ତବ୍ୟ ରଖିଥିଲେ l ପୋଡ଼ାଡିହସ୍ଥିତ ଭାରତୀୟ ବିଦ୍ୟା ନିକେତନ ପରିସରରେ ପିତୃମାତୃ ପୂଜନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି l
