୧୩ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ୍ ଛେଲାଗଡ଼ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗଡର ଗ୍ରାମ ସ୍ଥିତ ସ୍ଵପ୍ନେଶ୍ୱର ପୀଠ ଠାରେ ବହୁ ଆଡମ୍ବର ସହକାରେ ମାଘ ପୂର୍ଣ୍ଣମୀ ପାଳନ ହୋଇଯାଇଛି । ସ୍ୱପ୍ନେଶ୍ୱର ପୀଠ ବା ମହୁଚାଞ୍ଚଡ଼ା ଠାରେ ଅଞ୍ଚଳର ଶତାଧିକ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏହି ପରିପ୍ରେକ୍ଷୀରେ ଅତିଥିଭାବେ ବ୍ଲକ୍ ଗୋଷ୍ଟି ଉନ୍ନୟନ ଅଧିକାରୀ ଲାରିମନ୍ ଖର୍ସେଲ ,

