୧୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ଆର,ଉଦୟଗିରି ବ୍ଳକର ଛେଳାଗଡ ଗ୍ରାମ ପଞ୍ଚାୟତ ପ୍ରାଙ୍ଗଣରେ ବିକଶିତ ଗାଁ ଓ ବିକଳତ ଓଡିଶା ଉପଲକ୍ଷେ ଏକ ସ୍ବତନ୍ତ ଗ୍ରାମସଭା ଅନୁଷ୍ଠିତ କରାଯାଉ ଥିଲା । ସରପଞ୍ଚ ଶ୍ରୀ ଡାଳିମ୍ବ ଗମାଙ୍ଗଙ୍କ ଅଧ୍ୟକ୍ଷତାରେ ଗ୍ରାମ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏହି ଗ୍ରାମ ସଭାରେ ଶ୍ରୀ ଶଶାଙ୍କ ଶେଖର ସୁବୁଦ୍ଧି ପିଇଓ ,

