Home ଓଡ଼ିଶା ମୁମ୍ବାଇରେ ଓଡିଆ ଶ୍ରମିକ ମୃତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ଅର୍ଥ ଅଭାବ ହେବାରୁ ପରିବାର ଚଳିବା କଷ୍ଟକର ହୋଇ ପଡିଲା l ଶେଷରେ କଣ କରିବେ ଫିରୋଜ ଦାଦନ ଖଟିବାକୁ ଚାଲିଗଲେ ମୁବ୍ୟାଇ l ହେଲେ ଆଉ ଫେରିଲେ ନି, ଯେଉଁ ପରିବାର ର ଖୁସି ପାଁଇ ଯାଇଥିଲେ ସେଇ ପରିବାର ଆଜି ଦୁଃଖ ରେ l ଘଟଣା ହେଉଛି ଅଡବା ଥାନା ଅନ୍ତର୍ଗତ ତଳଦମାଦୁଆ ଗାଁ ର l ସୂଚନା ମୁତାବକ ଫିରୋଜ ମଳିକ ନିଜ ପାଞ୍ଚଟି ଛୁଆ, ସ୍ତ୍ରୀ ଓ ବୁଡିମା ଙ୍କୁ ନେଇ ରହୁଥିଲେ l ପରିବାର ଅତି ଗରୀବ ନିରୀହ ହୋଇଥିବାରୁ ଫିରୋଜ ଙ୍କ ପକ୍ଷେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଥିଲା l ଶେଷରେ ପରିବାର କେମିତି ଖୁସି ରେ ରହିବେ ସେଥିପାଁଇ ନିଷ୍ପତି କଲେ ମୁମ୍ବେଇ ଯିବେ ଓ କିଛି ରୋଜଗାର କରି ପରିବାର ଚଳାଇବେ ଓ ପରିବାର ଖୁସିରେ ରହିବେ l କିନ୍ତୁ ଟ୍ରେନ ଦୁର୍ଘଟଣା ଘଟି ଫିରୋଜଙ୍କ ମୃତ ଘଟିଲା l ଯାହାକୁ ନେଇ ପରିବାର ଏବେ ଚିନ୍ତlରେ l ଘଟଣା ଘଟି ତିନି ପରେ ବି ଲାସ ପହଂଚି ପାରିନି ଗାଁ କୁ l ଗାଁ ଲୋକ କିଛି ଅର୍ଥ ସଂଗ୍ରହ କରି ଦେବାରୁ ଆଜି ଏକ ଆମ୍ବୁଲେନ୍ସ ଯୋଗେ ଫିରୋଜ ଙ୍କ ଲାସ ଆସି ପହଂଚିବ l ତେବେ ପରିବାର ଅତି ଦୁଃଖରେ ଥିବାରୁ ସରକାର ସହାୟତା ପାଁଇ ଦାବି କରିଛନ୍ତି ଗ୍ରାମବାସୀ l Categories: ଓଡ଼ିଶା, ଗଜପତି, ହୋମ୍ Related Content ରାଜ୍ୟ ସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଓ ୯ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଉତ୍ସବରେ ଯୋଗଦେଲେ - ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 30, 2026 ଶ୍ରୀ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା by Proprietor Abhimanyu Maharana September 29, 2026 ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026