Home ଓଡ଼ିଶା ଜିଲ୍ଲାପାଳଙ୍କ ହରିରାଜପୁର ଗ୍ରସ୍ତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ୧୦ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :- ଡମପଡ଼ା ବ୍ଲକ ଅନ୍ତର୍ଗତ ହରିରାଜପୁର ଗ୍ରାମରେ ଝାଡାବାନ୍ତି ଓ ଡାଇରିଆରେ ବହୁଲୋକ ଆକ୍ରାନ୍ତ ହୋଇଥିଲେ । ସେମାନେ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ବର୍ତ୍ତମାନ ସମସ୍ତେ ଭଲ ଅଛନ୍ତି । ଆଜି ସେ ସଂକ୍ରାନ୍ତରେ କଟକ ଜିଲ୍ଲାପାଳ ଦତ୍ତତ୍ରୟ ଭାଉସାହେବ ସିନ୍ଧେ ହରିରାଜପୁର ଗ୍ରାମ ପରିଦର୍ଶନ କରିଥିଲେ । ସେଠାରେ ଲୋକମାନଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଯେଉଁ ନଦୀ ତୁଠରେ ଗ୍ରାମବାସୀମାନେ ଗଧୋଉଛନ୍ତି ସେଠାରେ ଅନ୍ୟ ଏକ ଜାଗାରେ ତୁଠ କରି ଗାଧେଇବା ପାଇଁ ପରାମର୍ଶ ଦେଇଥିଲେ । ନୂଆ ବୋରୱେଲ୍ କରାଯାଇ ପାନୀୟ ଜଳଯୋଗାଣ କରାଯିବା ପାଇଁ ଜିଲ୍ଲାପାଳ ବି ଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନଦୀ କୂଳରେ ଜମି ରହିଥିବା ଅପରିସ୍କାର ପାଣିକୁ ନାଳ ସାହାଯ୍ୟରେ ନିଷ୍କାସନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଗ୍ରସ୍ତରେ କେନ୍ଦ୍ରୀୟ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟା ମିନତୀ ମହାପାତ୍ର, ଉପଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତି, ତହସିଲଦାର ଅଶେଷ କୁମାର ନାୟକ, ବିଡିଓ ଅଂଶୁମାନ ଦାସ ସମେତ ସମସ୍ତ ଅଧିକାରୀ ଉପସ୍ଥିତ ରହିଥିଲେ । ଗ୍ରାମର ଲୋକମାନଙ୍କ ସହ ଏହାର ସ୍ଥ୍ରାୟି ସମାଧାନ ପାଇଁ ଆଲୋଚନା କରାଯାଇଥିଲା । Categories: ଓଡ଼ିଶା, କଟକ, ହୋମ୍ Related Content ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ଜିଲ୍ଳା ସ୍ତରୀୟ ବୈଠକ by Proprietor Abhimanyu Maharana May 8, 2026 ଲିଙ୍କ ଫେଲ,ଟିକେଟ ପାଇଁ ରେଳଯାତ୍ରୀ ହତାଶ by Proprietor Abhimanyu Maharana May 8, 2026 ବୋଲଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ୟlଳୟ ଦ୍ବାରା ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ by Proprietor Abhimanyu Maharana May 8, 2026 ସିଆଇଆଇ ଓଡିଶା ପକ୍ଷରୁ ଓଡିଶାରେ ଶିଳ୍ପ ଅଭିବୃଦ୍ଧି ଓ ସ୍ଥାୟୀ ବିିକାଶ ପାଇଁ ଏକ ରୋଡମ୍ୟାପ ସହିତ ୨୦୨୬ - ୨୭ ପାଇଁ ନୂଆ ନେତୃତ୍ୱ ଘୋଷଣା by Proprietor Abhimanyu Maharana May 8, 2026 CII Odisha Announces New Leadership for 2026-27 with a Roadmap for Industrial Growth and Sustainable Development in Odisha by Proprietor Abhimanyu Maharana May 8, 2026 ବାଲିଅନ୍ତା,ରାମଚନ୍ଦ୍ରପୁରରେ ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟି ପିଟି ହତ୍ୟା by Proprietor Abhimanyu Maharana May 8, 2026