Home ଓଡ଼ିଶା ଅଳକା ହାଇସ୍କୁଲ ପୁରାତନ ଛାତ୍ର ଛାତ୍ରୀ ଙ୍କ ବନ୍ଧୁ ମିଳନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୯ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :- ବିରିଡି ବ୍ଲକ ଅନ୍ତର୍ଗତ ଅଳକା ହାଇସ୍କୁଲ 1988ମସିହା ବ୍ୟାଚ ପୁରାତନ ଛାତ୍ର ଛାତ୍ରୀ ଙ୍କ ବନ୍ଧୁ ମିଳନ ଉଚ୍ଛବ ରବିବାର ସ୍ଥାନୀୟ ବାଲିଆ ପଞ୍ଚ ମୁଖି ହନୁମାନ ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଯାଇଛି l ଦୀର୍ଘ ଦିନପରେ ପୁରାତନ ଛାତ୍ର ଛାତ୍ରୀ ମାନେ ଏକତ୍ରିତ ହୋଇ ଥିବାରୁ ପରସ୍ପରକୁ ଦେଖି ସମସ୍ତେ ଭାବ ବିହ୍ଵଳ ହୋଇଯାଇଥିଲେ l ପରସ୍ପର ଭିତରେ ଭାବର ଆଦାନ ପ୍ରଦାନ ହୋଇଥିଲା l ବିଶେଷ କରି ସମାଜରେ ଏକତା ରକ୍ଷା କରି ସମ୍ପର୍କ ସ୍ଥାପନ କରିବାଦ୍ବାରା ସମାଜର ଉନ୍ନତ ସାଧନ ହୋଇପାରିବବୋଲି କହିଥିଲେ l ଗତବର୍ଷ ଏହି ବ୍ୟାଚ ର ଛାତ୍ର ସ୍ବର୍ଗତ ଆଲୋକ ପ୍ରଧାନ ଙ୍କର ଦେହାନ୍ତରେ ତାଙ୍କ ପାଇଁ ଏକ ସ୍ମୃତି ସଭା କରାଯାଇଥିଲା l ଏଥିରେ ସମସ୍ତେ 2 ମିନିଟ ନିରବ ପ୍ରାର୍ଥନା କରିଥିଲେ l ପୁରାତନ ଛାତ୍ର ସୁଶାନ୍ତ ମଲ୍ଲିକ, ଅସ୍ମିନ ସାହୁ, ପ୍ରକାଶ ବେଜ, ଆଲୋକ ଦାସ,ଚିତ୍ତରଞ୍ଜନ ସାହୁ, ଶ୍ରୀକାନ୍ତ ସାହୁ, ନୀଳମଣି ବେହେରା, କମଳା ଦାସ, ନମିତା ସାହୁ, ପ୍ରଶାନ୍ତି ସାହୁ, ପାର୍ବତୀ ପଣ୍ଡା, କାଞ୍ଚନ ସ୍ୱାଇଁ, ଜୟଶ୍ରୀ ସାହୁ, କମଳା କାନ୍ତ ଦାସ, ପ୍ରମୋଦ ନାୟକ, ସୁଶୀଲ ପଟ୍ଟନାୟକ, ପ୍ରମୁଖ ବହୁ ଛାତ୍ର ଛାତ୍ରୀ ଯୋଗଦେଇଥିଲେ l Categories: ଓଡ଼ିଶା, ଜଗତସିଂହପୁର, ହୋମ୍ Related Content ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ by Proprietor Abhimanyu Maharana September 8, 2026 ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ by Proprietor Abhimanyu Maharana September 8, 2026 ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୬ରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା; ରାଉରକେଲା ଓ କଳିଙ୍ଗନଗରକୁ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ by Proprietor Abhimanyu Maharana September 8, 2026 Strengthening Odisha’s Power Transmission Infrastructure: A New Era of Confidence in Power System of Odisha by Proprietor Abhimanyu Maharana September 8, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତକଙ୍କ ପରିଚୟ ଚିହ୍ନଟ, ପରିବାରକୁ ହସ୍ତାନ୍ତର ମୃତଦେହ by Proprietor Abhimanyu Maharana September 7, 2026 କାରିଗରଙ୍କ ସହିତ ବିଶ୍ୱକର୍ମାଙ୍କ ଆଶୀର୍ବାଦ ଅଛି, ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ by Proprietor Abhimanyu Maharana September 7, 2026