୦୫ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭଦ୍ରକ :- ଭଦ୍ରକର ପ୍ରସିଦ୍ଧ ଅଗ୍ରଣୀ ଇଂରାଜୀ ମିଡିୟମ ଶିକ୍ଷା ଅନୁଷ୍ଠାନ କେ ସି ସ ପବ୍ଲିକ ସ୍କୁଲର ୫ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି, ଏହି ଉତ୍ସବରେ ସ୍କୁଲର ଅଧ୍ୟକ୍ଷାକ ସେକ ଜମାଲୁଦ୍ଦିନ ଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ବହୁ ଜ୍ଞାନୀ ଗୁଣି, ଶିକ୍ଷାବିତ, ବୁଦ୍ଧିଜୀବୀ, ଛାତ୍ର ଛାତ୍ରୀ ଓ ତାଙ୍କର ପିତାମାତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ,ଛାତ୍ର ଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଭଲ ଆଯୋଜନ ହୋଇଥିଲା ଯଥା l

