ପଞ୍ଚୁପାଣ୍ଡବ ମହୋତ୍ସବ ଦ୍ଵାରା ନୂଆଗାଁ ବ୍ଲକ୍ ର କଳା,ଐତିହ୍ୟ ,ସଂସ୍କୃତି ରାଜ୍ୟ ରେ ପରିଚିତ ହୋଇଛି l
୦୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :- ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ସଦରମହକୁମାର ଥିବା କଲେଜ ସମ୍ମୁଖ ମହୋତ୍ସବ ପଡ଼ିଆରେ ସପ୍ତମ ପାଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ତୃତୀୟ ସଂଧ୍ୟା ଅନୁଷ୍ଠିତ ହୋଇଯାଇଛି। ଆଜି ଅପରାହ୍ନ ୪ ଟାରେ ସ୍ଥାନୀୟ ଅଂଚଳର ଛାତ୍ରଛାତ୍ରୀ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା ।
