0୩ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ନୂଆଗଡ଼ ବ୍ଳକ ଅନ୍ତର୍ଗତ ସୁନ୍ଦରଡାଙ୍ଗ ପଞ୍ଚାୟତ କୁ ନୂତନ ବ୍ଳକ ସହ ନ ଯୋଡ଼ିବା ପାଇଁ ଗୁଲୁବା ପଞ୍ଚାୟତ ବାସି ଆଜି ଦିନ ୧୨ ଘଣ୍ଟ ସମୟରେ ପଞ୍ଚାୟତ ରେ ବୈଠକ ବସିବା ସହିତ ନାରା ଦେଇ ଗାଁ ପରିକ୍ରମା କରିଥିଲେ । ଯଦି ମୋହନା ବ୍ଲକ ରେ ଥିବା ଗୁଲୁବା ପଞ୍ଚାୟତ କୁ ନୂଆଗଡ ବ୍ଲକ ସୁନ୍ଦରଡାଙ୍ଗରେ ମିଶାଯାଏ ତାହେଲେ ରାଜ ରାସ୍ତା କୁ ଓଲ୍ଲାଇବୁ ବୋଲି ଚେତାବନି ଦେଇଛନ୍ତି l

