ନୟାଗଡର ଧର୍ମପରାୟଣା ମହିଳାଙ୍କ ପରଲୋକ

ନୟାଗଡ ଟ୍ରକ ଓନର ଆସୋସିଏସନର ପୂର୍ବତନ ସଭାପତି ଅନ୍ତର୍ଯ୍ୟାମୀ ଦାସଙ୍କ ଧର୍ମପତ୍ନୀ ତଥା ଧର୍ମପରାୟଣା, ମହିୟସୀ ମହିଳା ଲଷ୍ମୀନାରାୟଣ ଦାସ(୮୬)ଙ୍କର ନୟାଗଡ ତ୍ରିନାଥ ଛକସ୍ଥିତ ( କଲେଜ ରୋଡ଼) ବାସଭବନରେ ପରଲୋକ ହୋଇଯାଇଛି । ଅମର ଆତ୍ମାର ସଦଗତି କାମନା କରୁଛି ।

ଏଥିରେ ରାଜ୍ୟ ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ସମାଜସେବୀ ଅରୁଣ ମହାନ୍ତି, ପୂର୍ବ ଅଧ୍ୟକ୍ଷ ଗୁରୁ ପ୍ରସାଦ ଜେନା, ବରିଷ୍ଠ ସାମ୍ବାଦିକ ରାମ କୃଷ୍ଣ ରଥଙ୍କ ସମେତ ବହୁ ବ୍ୟକ୍ତି ବିଶେଷ ଗଭୀର ଶୋକ ପ୍ରକାଶ କରିଛନ୍ତି ନୟାଗଡ ତ୍ରିନାଥ ଛକସ୍ଥିତ ( କଲେଜ ରୋଡ଼) ବାସଭବନରେ ପରଲୋକ ହୋଇଯାଇଛି । ଅମର ଆତ୍ମାର ସଦଗତି କାମନା କରୁଛି । (ରିପୋର୍ଟ- ରାମକୃଷ୍ଣ ରଥ)

Exit mobile version