01 ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅଧକ୍ଷା ପୂର୍ଣ୍ଣ ବାସି ନାୟକ,ତାଙ୍କ ସ୍ଵାମୀ ଅନ୍ତର୍ଯ୍ୟାମୀ ଗମାଙ୍ଗ ଓ ଉପାଧ୍ୟାକ୍ଷା ଜ୍ୟୋତି ପ୍ରସାଦ ପାଣିଙ୍କ ଦୁର୍ନୀତି ବିରୋଧରେ ବିଜେପିର ରାଲୀ ,ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ କରିବା ସହ ପଞ୍ଚାୟତରାଜ ମନ୍ତ୍ରୀଙ୍କ ଉଦ୍ୟେଶରେ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ ଜିଲ୍ଲା ବି.ଜେ.ପି ସଭାପତିଙ୍କ ଅନୁମୋଦନ କ୍ରମେ ମଣ୍ଡଳ ସଭାପତି ସୁଶାନ୍ତ କୁମାର ପ୍ରଧାନୀ ଏବଂ ପ୍ରତାପ ପାଇକଙ୍କ ନେତୃତ୍ବରେ ପ୍ରାୟ 2000 ବି.ଜେ.ପି କର୍ମୀ ସମାବେଶ ହୋଇ ଆଜି ତା.31.01.2025 ରିଖ ଶୁକ୍ରବାର ଦିନ ରାୟଗଡ଼ ହାତପଦା ଠାରୁ ଏକ ବିଶାଳ ରାଲୀ ରେ ବାହାରି ବ୍ଳକ ଅଧ୍ଯକ୍ଷାଙ୍କ ଦୁର୍ନୀତି ବିରୋଧରେ ବ୍ଲକ ଘେରାଉ ହୋଇଛି ଏହାର ଉଦ୍ଦେଶ୍ୟ ଏହିକି, ଏହି ଅଞ୍ଚଳ ଜନସାଧାରଣଙ୍କ ମୂଖ୍ୟ ଦାବୀ ଗୁଡ଼ିକ ହେଲା, ଦୀର୍ଘଦିନ ଧରି ଚାଲିଥିବା ବ୍ଲକ ଅଧ୍ୟକ୍ଷାଙ୍କ ମନମୁଖୀ ଶାସନର ଅବସାନ ହେବା ଯଥା :

