ମଧ୍ୟାର୍ହ୍ନ ଭୋଜନରୁ ଅଣ୍ଡା ଉଭାନ ମଟର ପାଣିରେ କାମ ଚାଲୁ
01 ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :- ରାଜ୍ୟ ସରକାର ବିଦ୍ୟାଳୟ ଗୁଡିକ ରେ ଉପସ୍ଥାପନା ବୃଦ୍ଧି ନିମନ୍ତେ ଅନେକ ଯୋଜନା କରୁଛନ୍ତି l ସେଥିମଧ୍ୟରୁ ମଧ୍ୟାର୍ହ୍ନ ଭୋଜନ ଟି ଅନ୍ୟତମ ଯଦିଓ ଜୋତା ମୋଜା ପ୍ୟାଣ୍ଟ ସାର୍ଟ ପୁସ୍ତକ ଆଦି ଯୋଗାଉଥିବା ସତ୍ତ୍ୱେ ମଧ୍ୟାର୍ହ୍ନ ଭୋଜନ ଉପରେ ଫୋକସ ଅଧିକ ରଖିଛନ୍ତି l ତତ୍କାଳୀନ ସରକାର ଙ୍କ ସମୟରେ ବିଦ୍ୟାଳୟରେ ଅଧୟନ ରତ ଛାତ୍ର ଛାତ୍ରୀ ଙ୍କ ସ୍ୱାସ୍ଥ୍ୟ ଦୁଷ୍ଟି କୋଣରୁ ପୁଷ୍ଟିକର ଖାଦ୍ୟ ଦେବା ଆରମ୍ଭ କରିଥିଲେ l
