Home ଓଡ଼ିଶା ଭୁବନେଶ୍ୱର ରେ ମୋହନ ଭାଗବତ ଙ୍କୁ ଛାତ୍ର କଂଗ୍ରେସ ଦ୍ୱାରା କଳା ପତକା ପ୍ରଦର୍ଶନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୩୦ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :-> ଭୁବନେଶ୍ୱର ରେ ମୋହନ ଭାଗବତ ଙ୍କୁ ଛାତ୍ର କଂଗ୍ରେସ ଦ୍ୱାରା କଳା ପତକା ପ୍ରଦର୍ଶନ l ଛାତ୍ର କଂଗ୍ରେସ ସଭାପତି ଉଦିତ ଙ୍କ ସମେତ ୫ ଜଣ ମଞ୍ଚେଶ୍ୱର ଥାନାରେ ଅଟକ ଥିବାବେଳେ ଛାତ୍ର କଂଗ୍ରେସ ଦ୍ଵାରା ମଞ୍ଚେଶ୍ୱର ଥାନା ଘେରାଉ l ସୂଚନା କଂଗ୍ରେସ ର ବହୁ ବରିଷ୍ଠ ନେତା ମଞ୍ଚେଶ୍ୱର ଥାନାକୁ ଯାଉଛନ୍ତି l କିଛିସମୟରେ ସନେଖାମୁଣ୍ଡି ବିଧାୟକ ତଥା କଂଗ୍ରେସ ର ବରିଷ୍ଠ ନେତା ମଞ୍ଚେଶ୍ୱର ଥାନାରେ ପହଁଚୁଥିବା ସୂଚନା l Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content କଟକ ଜିଲ୍ଲା ଅବକାରୀ ବିଭାଗର ଅତର୍କିତ ଚଢ଼ାଉ, ବିପୁଳ ଚୋରା ନିଶାଦ୍ରବ୍ୟ ଜବତ by Proprietor Abhimanyu Maharana October 10, 2026 ଦଶମ ଶ୍ରେଣୀର କୃତୀ ଛାତ୍ର ଅର୍ଣ୍ଣବ ସାହୁଙ୍କ ଏକାଦଶାହରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି by Proprietor Abhimanyu Maharana October 10, 2026 କୁଇବାହାଲ ରେ ନୁଆଁଖାଇ ଭେଟ by Proprietor Abhimanyu Maharana October 10, 2026 ଆସୋଚାମର ଓ-ଲିଡ୍ସ ୨୦୨୬ ଅବସରରେ ଶିଳ୍ପ, ଶିକ୍ଷାନୁଷ୍ଠାନ ଓ ଷ୍ଟାର୍ଟଅପ୍ ମଧ୍ୟରେ ଅଧିକ ସହଯୋଗ ପାଇଁ ଆହ୍ୱାନ by Proprietor Abhimanyu Maharana October 10, 2026 ASSOCHAM’s O-LEADS 2026 Calls for Stronger Industry-Academia-Startup Collaboration by Proprietor Abhimanyu Maharana October 10, 2026 ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛି ଜିଲ୍ଲା ପ୍ରଶାସନ by Proprietor Abhimanyu Maharana October 9, 2026