୨୯ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ରଣପୁର :- ରଣପୁର ବ୍ଳକ ଅନ୍ତର୍ଗତ ରାମଚନ୍ଦ୍ର ପୁର ଶାସନ ରେ ତିନି ଦିନ ବ୍ଯାପି ରୁଦ୍ର ଓ ଚଣ୍ଡୀ ମହାଯଜ୍ଞ ଅନୁଷ୍ଠିତ ହୋଇଛି ।ପ୍ରଥମ ଦିବସ ପୁଷ୍କରଣୀ ରୁ ଜଳାଧିବାସ କରାଯାଇ କଳସ ଶୋଭାଯାତ୍ରା କରି ଗ୍ରାମ ପରିକ୍ରମା କରିଥିଲେ । ଗ୍ରାମ ନିକଟରେ ସମସ୍ତ ମନ୍ଦିର ରୁ ଦେବତା ମାନଙ୍କୁ ନିମନ୍ତ୍ରଣ କରା ଯାଇଥିଲା । ପ୍ରତଃ ସମୟରେ ସୂର୍ଯ୍ୟ ପୂଜା ମଧ୍ୟାହ୍ନ ରେ ପୀଠ ପୂଜା, କାମଧେନୁ ପୂଜା କରାଯାଇଛି ।

