୨୯ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ହିଞ୍ଜିଳିକାଟୁ :-> ଉପଖଣ୍ଡ ଚିକିତ୍ସାଳୟ,ହିଞ୍ଜିଳିକାଟୁ ଏଵଂ ଜିଲ୍ଲା ସ୍ବାସ୍ଥ୍ୟ ସମିତି, ଗଞ୍ଜାମ ମିଳିତ ଆନୁକୁଲ୍ୟରେ ବୁଧବାର ଚିକିତ୍ସାଳୟ ପରିସରରେ ୧୦୦ ଦିନିଆ ଯକ୍ଷ୍ମା ସଚେତନତା ଅନୁଷ୍ଠିତ ହୋଇଛି। ଏହି ପରିପ୍ରେକ୍ଷୀରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଆସିକା ଲୋକସଭା ସାଂସଦ ଅନିତା ଶୁଭଦର୍ଶିନୀ ଓ ସମ୍ମାନୀତ ଅତିଥି ଭାବେ କେନ୍ଦ୍ରୀୟ ଯକ୍ଷ୍ମା ବିଭାଗର ଅର୍ଥନୀତି ପରାମର୍ଶଦାତା କେ.କେ.ତ୍ରିପାଠୀ, ଏସଟିଓ ଡାକ୍ତର ଅର୍ଘ୍ୟ ପ୍ରଧାନ, ସିଟିଡି ଗଙ୍ଗାଧର ଦାଶ,ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ବିଜୟ କୁମାର ପଣ୍ଡା,
