୨୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଆର,ଉଦୟଗିରି :- ଗଜପତି ଜିଲ୍ଲା ରା,ଉଦୟଗିରି ଠାରେ ସାଧାରଣତନ୍ତ୍ର ଦିବସରେ ଡା.ଆମ୍ବେଦକରଙ୍କୁ ଅଣଦେଖା ଦେଖାଇଥିଲେ ବିଡିଓ । ସାରା ରାଜ୍ୟରେ ରବିବାର ପାଳନ ହୋଇଥିଲା ୭୬ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ଠାରେ ତ୍ରୀରଙ୍ଗା ପତକା ଉଡାଇ ଦେଶ ପାଳନ କରୁଛି ୭୬ତମ ସାଧାରଣତନ୍ତ୍ର ଦିବସ ଏହାର ଏକ ମୁଖ୍ୟ ନାୟକ ହେଉଛିନ୍ତି ଡା. ଆମ୍ବେଦକର ଯାହାକୁ ନେଇ ଆମ ଭାରତରେ ସମିଧାନ ଆରମ୍ଭ ହୋଇଥିଲା ।
