ମୋ କଟକ ସୁରକ୍ଷା ମଞ୍ଚ “ସ୍ଵନକ୍ଷତ୍ର ଉତ୍ସବ” ବାରବାଟୀ ସମ୍ମାନ

୨୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) କଟକ :- କାର୍ଯ୍ୟକ୍ରମରେ ଜରୁରୀ କାର୍ଯ୍ୟ ଯୋଗୁଁ ଅତିଥି ଭାବେ ଯୋଗଦେବା ସମ୍ଭବ ହୋଇନଥିଲା । ମଞ୍ଚ ସମ୍ପାଦକ ଜିତେନ୍ଦ୍ର ସାହୁ ଆଜି ଡଃ ରଞ୍ଜନ ବିଶ୍ଵାଳ,ବିଜେପି ନେତା ଅରିନ୍ଦମ ରାୟଙ୍କୁ ଭେଟି ସମ୍ଭର୍ଦ୍ଧିତ କରିଥିବାରୁ ଡଃ ବିଶ୍ଵାଳ ମଞ୍ଚର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି ।

କଟକ ଆବାସିକ କାର୍ଯ୍ୟାଳୟରେ ବିଧାୟିକା ଇଂ ସୋଫିଆ ଫିରଦ୍ଦୋସ୍ ଙ୍କୁ ଭେଟି ସମ୍ଭର୍ଦ୍ଧିତ କରିଥିବାରୁ ବିଧାୟିକା ମଞ୍ଚର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି। “ମୋ କଟକ ସୁରକ୍ଷା ମଞ୍ଚ” ପ୍ରତି ସଦାସର୍ବଦା ସହଯୋଗ ରହିବ ବୋଲି ଇଂ ସୋଫିଆ ଫିରଦ୍ଦୋସ୍ ପ୍ରତିଶ୍ରୁତି ଦେଇଛନ୍ତି l

Exit mobile version