୨୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଆର,ଉଦୟଗିରି :- ଆର, ଉଦୟଗିରି ବ୍ଲକର କାର୍ତ୍ତିକ ଗମାଙ୍ଗ ଉଚ୍ଚବିଦ୍ୟାଳୟ ମହେନ୍ଦ୍ରଗଡ଼ ଠାରେ ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘର କର୍ତ୍ତବ୍ୟ ବୋଧ ଦିବସ ପାଳିତ ହୋଇଯାଇଛି ଏ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାନ୍ତ ସାଧାରଣ ସମ୍ପାଦକ ଶ୍ରୀ ପ୍ରମୋଦ କୁମାର ବାଜୁବନ୍ଧ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ଚନ୍ଦ୍ରଗିରି କଲ୍ୟାଣ ବିଭାଗ ବାଳିକା ବିଦ୍ୟାଳୟର ସଂସ୍କୃତ ତଥା ସାରସ୍ୱତ ସାଧକ ଶ୍ରୀ ଲଳିତ ମୋହନ ମିଶ୍ର ମୁଖ୍ୟ ବକ୍ତା ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ସନାତନ ନାୟକ,

