ଅଡବା ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

୨୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଆର,ଉଦୟଗିରି  :- ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଅଡବା ସରକାରୀ ଉଚ୍ଚ ବିଦ୍ୟାଳୟରେ ମହାଆଡମ୍ବର ସହ ବାର୍ଷିକ ଉତ୍ସବ ପାଳିତ ହୋଇଅଛି l ଏଥିରେ ମୁଖ୍ୟ ଅତିଥିଭାବେରେ ନିରଞ୍ଜନ ସାହୁ ହରଭାଙ୍ଗି ଜଳ ବିଭାଗର ସହକାରୀ ଯନ୍ତ୍ରୀ, ମୁଖ୍ୟବକ୍ତା ନରେନ୍ଦ୍ର କୁମାର ବେହେରା ମୋହନା ଗୋଷ୍ଠୀ ଶିକ୍ଷl ଅଧିକାରୀ,

ସମ୍ମାନିତ ଅତିଥିଭାବେ ଅଡବା ସରପଞ୍ଚ ସୁନେମୀ ଗମାଙ୍ଗ,ସୁରେଶ ଚନ୍ଦ୍ର ଗୌଡ଼,ବିଦ୍ୟାଳୟର ପ୍ରତିଷ୍ଟା ସହ ଯୋଗୀ ପଞ୍ଚାନନ ଦଳେଇ ସିଆରସିସି ଜେତେନ୍ଦ୍ର ରଇତ,ଅଡବା ବିଦ୍ୟାଳୟର ପ୍ରଧାନ ଶିକ୍ଷୟୀତ୍ରୀ ବିଷ୍ଣୁ ପ୍ରିୟା ମଣ୍ଡଳ ଛାତ୍ର ଓ ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଏଥିଲା ଜଗନ୍ନାଥ ଫୋଟ ରେ ପୁଲ ଚନ୍ଦନ ଦେଇ ଥିଲେ, ମୁଖ୍ୟ ଅତି ମାନଙ୍କୁ ସ୍ୱାଗତଂ କରାଯାଇ ଥିଲା l

Exit mobile version