ନୟାଗଡରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ କୋଭିଡ ସମୀକ୍ଷା କଲେ ଆଉ ପ୍ରଂଶସା ପ୍ରକାଶ କଲେ ।

ଓଡିଶା ତାଜା ନ୍ୟୁଜ୍ (୨୫ ଅଗଷ୍ଟ ମଙ୍ଗଳବାର) ଭୁବନେଶ୍ୱର :- ନୟାଗଡ ସର୍କିଟ ହାଉସ ଠାରେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଅନିଲ ସାମଲ ଜିଲ୍ଲାପାଳ ଡ଼. ପୋମା ଟୁଡୁଙ୍କ ଉପସ୍ଥିତିରେ ଜିଲ୍ଲାରେ କୋଭିଡ ସ୍ଥିତିର ତନ୍ନ ତନ୍ନ ସମୀକ୍ଷା କାରି ପ୍ରଂଶସା ପ୍ରକଟ କରିଥିବା ସୂଚନା (ରିପୋର୍ଟ- ରାମକୃଷ୍ଣ ରଥ)

Exit mobile version