23 ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଆର,ଉଦୟଗିରି :- ଗଜପତି ଆର,ଉଦୟଗିରି ଗ୍ରାମରେ ବୁଧବାର ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ଆର,ଉଦୟଗିରି (ପଶ୍ଚିମ)udpfରେ ବେଆଇନ ଭାବେ ଗଛ କାଟି ସଂଫା କରି ନିଆ ଲଗାଉ ଥିବା ସମୟରେ ଆର,ଉଦୟଗିରି ବନବିଭାଗ ଦୁଇ ଜଣ ଙ୍କୁ ଗିରଫ କରିଛି । ବନବିଭାଗର ସୁଚନା ପ୍ରକାରେ ବୁଧବାର ମଧ୍ୟାହ୍ନରେ ଆର,ଉଦୟଗିରି ଜଙ୍ଗଲରେ ପାରିଭେଟା ଗ୍ରାମର ଦୁଇ ଜଣ ବ୍ୟକ୍ତି ଥାମୋସ ଭୂଆଁ ଓ ଜେମସ ବଡରଇତ ଜଙ୍ଗଲ କାଟି ସଫାକରି ନିଆଁ ଲଗାଉଥିବା ସମୟରେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଏସ. ଆନନ୍ଦଙ୍କ ନିର୍ଦେଶ କ୍ରମେ ବନାଞ୍ଚଳ ଅଧିକାରୀ ଉମା ଶଙ୍କର ବିଶୋୟୀଙ୍କ ତତ୍ତ୍ବାବଧାନରେ ଫରେଷ୍ଟ ସନ୍ତୋଷ ସାହୁ,
