23 ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଆର,ଉଦୟଗିରି :- ରାସ୍ତା ନଥିବାରୁ ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ ମହିଳା, ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ବାଡେଗୁଡା ପଂଚାୟତ ପଡ଼େରେମା ଗାଁରେ, ଗାଁର ଲଷ୍ମୀ ନାୟକ ନାମକ ଏକ ମହିଳାକୁ ପ୍ରସବ ଯନ୍ତ୍ରଣା ହେଇଥିଲା । ଘରଲୋକ ଆମ୍ବୁଲାନ୍ସକୁ ଫୋନେ କରିଥିଲେ, ବାଡେଗୁଡା ପଞ୍ଚାୟତ ଠାରୁ ପଡ଼େରେମା ଗାଁକୁ ରାସ୍ତା ନଥିବାରୁ ବାଡେଗୁଡାରେ ଆମ୍ବୁଲାନ୍ସଟି ରହିଯାଇଥିଲା,

