23 ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ନୟାଗଡ :- ବେଟି ବଚାଓ ବେଟି ପଢ଼ାଓ ‘ଯୋଜନାର ଦସବର୍ଷ ପୂର୍ତ୍ତି ଅବସରରେ ନୟାଗଡ ଜ଼ିଲ୍ଲାପାଳଙ୍କ ସମିଳନୀ କକ୍ଷରେ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀ ଦିଲ୍ଲୀପ କୁମାର ବଳଙ୍କ ଅଧକ୍ଷତାରେ କାର୍ଯ୍ୟକ୍ରମକୁ ଉଦଘାଟନ କରା ଯାଇ ଏକ ସତ୍ୟପାଠ ‘ବେଟି ବଚାଓ ବେଟି ପଢ଼ାଓ ‘ସମ୍ପର୍କରେ ବିବୃତି ପାଠ କରା ଯାଇଥିଲା.

