୨୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଜଗତସିଂହପୁର :- ତିର୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇଙ୍କ ଦ୍ୱାରା ବିରିଡି ଅଞ୍ଚଳରେ 6ଗୋଟି ଧାନ ମଣ୍ଡି ଉଦଘାଟିତ ହୋଇଛି l ତହସିଲଦାର ସଞ୍ଜୟ କୁମାର ବେହେରା ଙ୍କ ସହ ବ୍ଲକ ଅଧ୍ୟକ୍ଷା ମମତା ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର ଶେଖର ଦାଶ, ସଭ୍ୟା ଦିପ୍ତିମୟୀ ରାୟ, ଜିଲ୍ଲା ବିଜେଡି ସଭାପତି ରବିନାରାୟଣ ଜେନା, ପ୍ରମୁଖ ଉପସ୍ଥିତ ଥିଲେ l ସେଥି ମଧ୍ୟରୁ ବୁଧବାର ଅଲାଣ୍ଡ ପ୍ରାଥମିକ କୃଷି ସମବାୟ ସମିତି ରେ ମୋଟ 608ଜଣ ଚାଷୀ ନାମ ପଞ୍ଜିକୃତ କରିଛନ୍ତି l
