୨୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସିନ୍ଦ୍ରିଗାଁ ପଞ୍ଚାୟତର ଜାର୍ଗୀସୁଗା ଗାଁ ର କୁଳମଣି ମଲ୍ଲିକ ନାମକ ଜଣେ ଶିକ୍ଷକ ମହୁଲ ଗଛ ରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଶିକ୍ଷକ ଜଣକ କିଛି ଦିନ ହେବ ମାନସିକ ଅସ୍ଥିରତା ମଧ୍ୟରେ ରହି ଆସୁଥିଲେ ବୋଲି ଶୁଣିବାକୁ ମିଳୁଛି l କିନ୍ତୁ ଏ ସମ୍ପର୍କରେ ଘରେ କୌଣସି କଥା କହିନଥିବା ପରିବାର ଲୋକେ କହିଛନ୍ତି ।

