Home ଓଡ଼ିଶା ଆମଣାକୁଦ ଗ୍ରାମରେ ରାମଚରିତ ମାନସ ଓ ଭାଗବତ ପାରାୟଣ ଉତ୍ସବ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ୧୭ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲିପାଟଣା :- ବାଲିପାଟଣା ବ୍ଲକ ଅନ୍ତର୍ଗତ ଆମଣାକୁଦ ଗ୍ରାମର ବାଲୁଙ୍କେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ନିଆଳି ଭାଗବତ ପ୍ରଚାର ସମିତି ପକ୍ଷରୁ ଏକ ମାସ ବ୍ୟାପି ଅନୁଷ୍ଠିତ ରାମ ଚରିତ ମାନସ ଓ ଭାଗବତ ପାରାୟଣ ଉଦଯାପିତ ହୋଇଯାଇଛି । ପ୍ରବଚକ ଡାକ୍ତର ରାଧାନାଥ ପଣ୍ଡା ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଭଗବାନଙ୍କର ମାନବୀୟ ଲୀଳାର କଥନ ଓ ଶ୍ରୀମଦ ଭାଗବତର ଅମୃତ ବାଣୀ ବିଷୟରେ ଉପସ୍ଥିତ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଶ୍ରବଣ କରାଇଥିଲେ, ପ୍ରତିଦିନ ଗ୍ରାମର ବହୁ ମହିଳା ଓ ପୁରୁଷ ଭକ୍ତମାନେ ପ୍ରଭୂ ଶ୍ରୀରାମ କଥା ଅମୃତ ଶୁଣି ଆନନ୍ଦିତ ହୁଅନ୍ତି, ଗ୍ରାମର ଶିବ ପ୍ରସାଦ ସାମନ୍ତରାୟ, ନିଗମାନନ୍ଦ ମହାପାତ୍ର, ବିଭୂତି ଭୂଷଣ ମହାପାତ୍ର,ବିଶ୍ୱଜିତି ପାତ୍ର, ରୁଦ୍ରନାରାୟଣ ରାୟ, ପ୍ରମୁଖ କର୍ମକର୍ତ୍ତାମାନେ ପରିଚାଳନାରେ ସହଯୋଗ କରିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ଓଡ଼ିଆ ଚଳଚ୍ଚିତ୍ର "ନଅ ବାୟା" ର ଶୁଭ ମହୁରତ by Proprietor Abhimanyu Maharana May 10, 2026 ଶ୍ରୀଜଗନ୍ନାଥ ରସାମୃତ' ପୁସ୍ତକ ଉନ୍ମୋଚିତ by Proprietor Abhimanyu Maharana May 10, 2026 ଶ୍ରୀମନ୍ଦିର ରେ ଚତୃର୍ଦ୍ଧାମୂର୍ତ୍ତି ଙ୍କ ଦର୍ଶନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଦଇତାପତି ଭବାନୀ ପ୍ରସାଦ by Proprietor Abhimanyu Maharana May 10, 2026 ଅପରେସନ ସିନ୍ଦୂର ପ୍ରଥମ ବାର୍ଷିକ ପାଳିତ। by Proprietor Abhimanyu Maharana May 10, 2026 Malabar Gold & Diamonds unveils its Bridal Show Campaign at its Bhubaneswar Showroom by Proprietor Abhimanyu Maharana May 10, 2026 ଅଙ୍କୁରା ହସପିଟାଲ, ଭୁବନେଶ୍ୱର ବିଶ୍ୱ ଲୁପସ୍ ଦିବସ ୨୦୨୬ରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କଲା by Proprietor Abhimanyu Maharana May 10, 2026