Home ଓଡ଼ିଶା ହଟ୍ଟକେଶ୍ଵର୍ ମକର ମହୋତ୍ସବ -୨୦୨୫ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବେଗୁନିଆ :- ଖୋର୍ଦ୍ଧା ଜିଲ୍ଲା ର ବେଗୁନିଆ ବ୍ଲକ ର ଅଟ୍ରି ବାଘମାରି ର ବିଶ୍ଵ ପ୍ରସିଦ୍ଧ ସ୍ବାସ୍ଥ୍ୟ ପର୍ଯ୍ୟଟନ ସ୍ଥଳୀ ପରିସରରେ ଆୟୋଜିତ ହଟ୍ଟକେଶ୍ଵର୍ ମକର ମହୋତ୍ସବ -୨୦୨୫ ପବିତ୍ର ମକର ସଂକ୍ରାନ୍ତି ଜାନୁଆରୀ ୧୪ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ମହୋତ୍ସବ କମିଟି ର ସଭାପତି ବିଧାୟକ ବେଗୁନିଆ ପ୍ରଦୀପ କୁମାର ସାହୁ ଙ୍କ ଅଧ୍ୟକ୍ଷତା ଆଜି ଉଦ୍ଘାଟନ ସନ୍ଧ୍ୟା ରେ ମୁଖ୍ୟ ଅତିଥି ଭାବେ ମହୋତ୍ସବ ର ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ,ମୁଖ୍ୟ ବକ୍ତା ଭାବେ କ୍ୟାପଟେନ ମନ୍ମଥ ରାଉତରାୟ,ଲୋକସଭା ପ୍ରାର୍ଥୀ ଭୁବନେଶ୍ଵର, ସମ୍ମାନିତ ଅତିଥି ଭାବେ ବେଗୁନିଆ ତହସିଲଦାର ତାପସ ବିଶି,ବିଡ଼ିଓ ବେଗୁନିଆ ଲକ୍ଷ୍ମୀଧର ସାହୁ,ଡଃ ଗଣେଶ୍ୱର ସ୍ୱାଇଁ,ସମିତି ସଭ୍ୟl ନବନିତା ମହାନ୍ତି ଓ ମହୋତ୍ସବ କମିଟି ର ସଭ୍ୟ ପ୍ରମୁଖ ଯୋଗଦେଇଛନ୍ତି । Categories: ଓଡ଼ିଶା, ଖୋର୍ଦ୍ଧା, ମନୋରଞ୍ଜନ, ହୋମ୍ Related Content ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026 ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ by Proprietor Abhimanyu Maharana September 14, 2026