୧୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଆର,ଉଦୟଗିରି :- ଗଜପତି ଜିଲ୍ଲା ମୋହନା ବ୍ଲକ ଏକ ଆଦିବାସୀ ଅଧୁଷିତ ଅଞ୍ଚଳ।ଏହି ବ୍ଲକରେ ୩୯ ଗୋଟି ଗ୍ରାମ ପଞ୍ଚାୟତ ରହିଛି। ତିନିଟି ଜୋନ ରେ ମୋହନା ବ୍ଲକ ଅବସ୍ଥିତl ଅଡବା, ମୋହନା ଓ ଚନ୍ଦ୍ରଗିରି ତିନୋଟି ଜୋନ l ତବେ ଅଡବା ସହରରେ ଦୀର୍ଘ ଦିନ ଧରି ରାସ୍ତା ସମସ୍ୟା ଲାଗି ରହିଥିବା ବେଳେ ସହର ର ବର୍ଜ୍ୟବସ୍ତୁ ଓ ନାଳ ନର୍ଦ୍ଧମା ର ଜଳ ନିଷ୍କାସନ ପାଇଁ ଡ୍ରେନ ର ଆବଶ୍ୟକ ରହିଥିଲା l

