Home ଓଡ଼ିଶା ମା ମରିଚେଇ କ୍ରିକେଟ ଟ୍ରୁନାମେଣ୍ଟ : ରିଲାନ୍ସ କ୍ରିକେଟ କ୍ଳବ ବିଜୟୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :- ମା ମରିଚେଇ କ୍ରିକେଟ କ୍ଲବ ର 14ତମ ବାର୍ଷିକ କ୍ରୀଡା ଉଚ୍ଛବ ପୁରଣ ହାଟ ପଡିଆ ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି ଏହାକୁ ସୁଜିତ କୁମାର ସେନାପତି ଉଦ୍ଘାଟନ କରିଥିଲେ l ଏହି ଆଠ ଓଭର ବିଶିଷ୍ଟ ଖେଳରେ ମୋଟ 16ଗୋଟି ଟିମ ଭଗନେଇ ଖେଳ ପ୍ରଦର୍ଶନ କରିଥିଲେ l ଫାଇନାଲ ଖେଳରେ ପୁରୁଣା ବସନ୍ତ କ୍ରିକେଟ କ୍ଲବ ଓ ରିଲାନ୍ସ କ୍ରିକେଟ କ୍ଲବ ପରସ୍ପରକୁ ଭେଟି ଥିଲେ l ଏଥିରେ ରିଲାନ୍ସ କ୍ରିକେଟ କ୍ଲବ 8 ଉଇକେଟ ଓ 66ରନ ରେ ବିଜୟୀ ହୋଇଥିଲେ l ଉଦଯାପନୀ ଉଚ୍ଛବରେ ମୁଖ୍ୟ ଅତିଥି ଭାବେ ଆଡ଼ଭୋକେଟ ରଶ୍ମି କାନ୍ତ ବେହେରା ଯୋଗ ଦେଇ ବିଜୟୀ ରିଲାଇନ୍ସ ଦଳକୁ ଟ୍ରଫି ସହ ପରାଜିତ ଦଳ ପୁରୁଣା ବସନ୍ତ ଦଳକୁ ରନର୍ସ କପ ପ୍ରଦାନ କରିଥିଲେ l ଆୟୋଜକ ଭାବେ ଜୀବନ କୁମାର ଦାଶ, ଶକ୍ତି ପ୍ରସାଦ ଦାଶ, ସୁଦର୍ଶନ ସାହୁ, ବିଶ୍ୱନାଥ ସାହୁ, ନୀଳକଣ୍ଠ ପାଢ଼ୀ, ଓ ଉଦିତ ନାରାୟଣ ଆଚାର୍ଯ୍ୟ ଯୋଗଦେଇ କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିଲେ l ଆଖ ପାଖ ଅଂଚଳର ପିଲାମାନେ ସହଯୋଗ କରିଥିଲେ l Categories: ଓଡ଼ିଶା, ଜଗତସିଂହପୁର, ହୋମ୍ Related Content ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ by Proprietor Abhimanyu Maharana September 8, 2026 ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ by Proprietor Abhimanyu Maharana September 8, 2026 ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୬ରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା; ରାଉରକେଲା ଓ କଳିଙ୍ଗନଗରକୁ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ by Proprietor Abhimanyu Maharana September 8, 2026 Strengthening Odisha’s Power Transmission Infrastructure: A New Era of Confidence in Power System of Odisha by Proprietor Abhimanyu Maharana September 8, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତକଙ୍କ ପରିଚୟ ଚିହ୍ନଟ, ପରିବାରକୁ ହସ୍ତାନ୍ତର ମୃତଦେହ by Proprietor Abhimanyu Maharana September 7, 2026 କାରିଗରଙ୍କ ସହିତ ବିଶ୍ୱକର୍ମାଙ୍କ ଆଶୀର୍ବାଦ ଅଛି, ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ by Proprietor Abhimanyu Maharana September 7, 2026