୧୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ରଣପୁର NAC ଉପକଣ୍ଠରେ ମା ଶିମିଳି ଠାକୁରାଣୀ ପୀଠ ମର୍ଥାପଦର ରେ ମହତପଲା ସରସ୍ବତୀ ଶିଶୁ ମନ୍ଦିର ଓ ମଦନମୋହନ ବିହାର ଗୋପାଳ ପୁର ର ଗୁରୁଜୀ, ଗୁରୁମା ମାନଙ୍କ ମଧ୍ୟରେ ଏକ ଭାଇଚାରା ଦେଖାଯାଇଛି । ଏକତ୍ରିତ ହୋଇ ବଣଭୋଜି ର ବ୍ଯବସ୍ଥା ହୋଇଛି । ନିଜନିଜର ସୁଖଦୁଃଖ କୁ ସମାଜ ରେ କିପରି ଶିକ୍ଷା ସଂସ୍କାର ସୃଷ୍ଟି କରିବା ।
