୧୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ରାଜ୍ୟର ସର୍ବବୃହତ ଓ ଅଗ୍ରଣୀ ଜୁଏଲାରୀ ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସ ତରଫରୁ ପୁରୀ ଟାଉନ ହଲ ଠାରେ ମେଗା ଲକି ଡ୍ର – ୨୦୨୫ ଅନୁଷ୍ଠିତ ହୋଇଯାଇଛି | ୩୫ ଜଣ ଲକ୍ଷପତି ମନୋନୀତ ହୋଇଛନ୍ତି | ଓଲିଉଡ଼ ଅଭିନେତ୍ରୀ ତଥା ଅରୁନ୍ଧତୀ jଜୁଏଲର୍ସ ର ବ୍ରାଣ୍ଡ ଅମ୍ବାସେଡର ଅର୍ଚ୍ଚିତା ଯୋଗଦେଇ ତାଙ୍କର ଷ୍ଟେଜ ଜଲୱା ପ୍ରଦର୍ଶିତ କରିଥିଲେ | ରାଜ୍ୟର ସର୍ବବୃହତ ଓ ଅଗ୍ରଣୀ ହୁଏନାରୀ ପ୍ରତିଷ୍ଠାନ ଭାବେ ଅରୁନ୍ଧତୀ ହୁଏର୍ସ ରାଜ୍ୟରେ ବେଶ ପରିଚିତ |

