
୦୯ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ରଣପୁର ବ୍ଲକ ଖଣ୍ଡିସି ଛକ ନିକଟରେ ଥିବା ବ୍ରିଜରେ ଗତକାଲି ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟି ଦୁଇ ଙ୍କର ମୃତ୍ୟୁବରଣ ହୋଇଥିବାବେଳେ ୨୦ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି l ନୟାଗଡ଼ରୁ ଓଡି-୦୨-ଏ.ଏଫ.-୪୮୪୯ ନମ୍ବର ବିଶିଷ୍ଟ ଇଣ୍ଡିଆନ ନାମକ ଘରୋଇ ଯାତ୍ରିବାହୀ ବସଟି ଭରସାମ୍ୟ ହରାଇ ବ୍ରିଜରେ ଧକାଦେଇ ବ୍ରିଜ ତଳକୁ ଖସି ପଡିଥିଲା l
